Contribution of Hindu Mathematicians to World Culture Volume-1

Contribution of Hindu Mathematicians to World Culture Volume-1

Brand: A.K. Mishra Publishers
795.00 INR In stock Buy at Merchant

ବିଶ୍ୱ ସଂସ୍କୃତିକୁ ହିନ୍ଦୁ ଗଣିତଜ୍ଞଙ୍କର ଅବଦାନ (ପ୍ରଥମ ଭାଗ) : ଏପରି ଏକ ପୁସ୍ତକ ରଚନା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ପ୍ରାଗୈତିହାସିକ ସମୟରେ ସମଗ୍ର ବିଶ୍ୱରେ ଗଡି ଉଠିଥିବା ସଭ୍ୟତା ତଥା ସଂସ୍କୃତିଗୁଡିକ ଭିତରେ ସର୍ବପୁରାତନ ଭାରତୀୟ ବୈଦିକ ସଭ୍ୟତା ଓ ସଂସ୍କୃତିରେ ଗଣିତଶାସ୍ତ୍ର, ଜ୍ୟୋତିର୍ବି ଜ୍ଞାନ ଏବଂ ବୈଷୟିକ ଜ୍ଞାନ-ବିଜ୍ଞାନ କ୍ଷେତ୍ରରେ ଉବ୍ଭାବିତ/ ଆବିଷ୍କୃତ ତଥ୍ୟଗୁଡିକୁ , ପାଶ୍ଚାତ୍ୟ ସଭ୍ୟତାର ଅନୁରୂପ ଏବଂ ସାମଞ୍ଜସ୍ୟ ଥିବା ତଥ୍ୟଗୁଡିକର ସମୟାନୁକ୍ରମିକ ଘଟଣାବଳୀ ବିବରଣୀ ସହିତ ତୁଳନାତ୍ମକ ସମୀକ୍ଷା କରି, ସେ ସମସ୍ତ ତଥ୍ୟଗୁଡିକର ଅଗ୍ରାଧିକାର ଭିର୍ତ୍ତିରେ ସମଗ୍ର ବିଶ୍ୱ ଗଣିତ-ଶାସ୍ତ୍ର-ସଂସ୍କୃତି ଦରବାରରେ ହିନ୍ଦୁ ଭାରତୀୟ ତଥ୍ୟଗୁଡିକର ଅଗ୍ରାଧିକାର ସ୍ଵତ୍ୱ ସାବ୍ୟସ୍ତ ଏବଂ ପ୍ରତିଷ୍ଠା କରାଇବା। ଭବିଷ୍ୟତ ଯୁବପିଢିଙ୍କୁ ପରୋକ୍ଷ ଭାବରେ ଏକ ପ୍ରକାରର ଶିକ୍ଷାଦାନ କରାଯିବାର ପରିକଳ୍ପନା ମଧ୍ଯ କରାଯାଇପାରେ.

Specifications
Book cover type
Paperback
Language version
Odia
Variants (1)
  • Paperback / Odia — 795.00 INR — In stock

AI Readiness

Good foundation, but some important product data is still missing.

72%