ଦଶଶ୍ଲୋକୀ <br> DASASLOKI
ଦଶଶ୍ଲୋକୀ ନାମଟି ଶୁଣିଲେ ପ୍ରଥମେ ମନେ ହୁଏ—ଏହା ତ ମାତ୍ର ଦଶଟି ଶ୍ଲୋକର ଏକ ଛୋଟ ଗ୍ରନ୍ଥ । କିନ୍ତୁ ଏହି ଦଶଟି ଶ୍ଲୋକ ମଧ୍ୟରେ ଯେଉଁ ପ୍ରଶ୍ନ ଲୁଚି ରହିଛି, ସେହି ପ୍ରଶ୍ନ ମଣିଷ ଜୀବନର ସବୁଠାରୁ ବଡ଼ ପ୍ରଶ୍ନ—“ମୁଁ କିଏ?” ଦେହ କଣ ମୁଁ ? ପ୍ରାଣ କଣ ମୁଁ ? ମନ କଣ ମୁଁ ? ବୁଦ୍ଧି କଣ ମୁଁ ? ନା ଏସବୁକୁ ଜାଣୁଥିବା ଆଉ କିଛି ଅଛି ? ଏହି ପ୍ରଶ୍ନରୁ ଆତ୍ମବିଚାର ଆରମ୍ଭ ହୁଏ । ଏହି ଗ୍ରନ୍ଥ ସେହି ଆତ୍ମବିଚାରକୁ ସାଧାରଣ ପାଠକଙ୍କ ପାଇଁ ସହଜ କରିବାର ଏକ ପ୍ରୟାସ ।
Specifications
- book-type
- Special Paper Back
- format
- Paperback
- language
- Odia
How AI sees this product
The more complete this product's details, the more confidently AI assistants can understand and recommend it.
72%